অর্থ : ଯାହା ସମ୍ବନ୍ଧରେ ଏହା ଲେଖାଯାଇଛି ଯେ ଏହା ପ୍ରାମାଣିକ ବା ଠିକ
উদাহরণ :
ଏହା ପ୍ରମାଣିତ ବୀହନ ତହସିଲଦାରଙ୍କ ଆଗରେ ତାକୁ ନିଜର ନିବାସ ପ୍ରମାଣ ପତ୍ରକୁ ପ୍ରମାଣିତ କରିବାକୁ ପଡ଼ିଲା
সমার্থক : ପ୍ରମାଣିକୃତ
অন্যান্য ভাষায় অনুবাদ :
जिसके संबंध में यह लिखा गया हो कि यह प्रमाणिक या ठीक है।
यह प्रमाणित बीज है।Sanctioned by established authority.
An authoritative communique.অর্থ : ତର୍କ କିମ୍ବା ପ୍ରମାଣଦ୍ୱାରା ଠିକରୂପେ ବିବେଚିତ ହେବା
উদাহরণ :
ରାଜୁ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାପାଇଁ ବହୁତ ପରିଶ୍ରମ କଲା
সমার্থক : ସିଦ୍ଧ
অন্যান্য ভাষায় অনুবাদ :