অর্থ : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
উদাহরণ :
ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
সমার্থক : ଧାରା
অন্যান্য ভাষায় অনুবাদ :
অর্থ : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
উদাহরণ :
ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
সমার্থক : ଧାରା
অন্যান্য ভাষায় অনুবাদ :
অর্থ : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
উদাহরণ :
ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
অন্যান্য ভাষায় অনুবাদ :
অর্থ : ବହିବାର କ୍ରିୟା ବା ଭାବ
উদাহরণ :
ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
অন্যান্য ভাষায় অনুবাদ :