অর্থ : ବାଣ୍ଟିବା ପ୍ରକ୍ରିୟା ବା ଭାବ
উদাহরণ :
ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
অন্যান্য ভাষায় অনুবাদ :
The act of distributing or spreading or apportioning.
distributionঅর্থ : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
উদাহরণ :
ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
অন্যান্য ভাষায় অনুবাদ :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।অর্থ : ଉପଲବ୍ଧ ବା ସୁଲଭ କରିବା
উদাহরণ :
କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
সমার্থক : ଉପଲବ୍ଧ କରିବା, ଯୋଗାଇଦେବା
অন্যান্য ভাষায় অনুবাদ :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।অর্থ : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
উদাহরণ :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
সমার্থক : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ସମର୍ପଣ କରିବା
অন্যান্য ভাষায় অনুবাদ :
অর্থ : କାହାକୁ କିଛି ହସ୍ତଗତ କରାଇବା
উদাহরণ :
ଅଧ୍ୟାପକ ତାକୁ ପୁରସ୍କାର ଦେଲେ
অন্যান্য ভাষায় অনুবাদ :
Transfer possession of something concrete or abstract to somebody.
I gave her my money.