অর্থ : ପ୍ରତିକୂଳ ହେବାର ଅବସ୍ଥା ବା ଭାବ
উদাহরণ :
ପ୍ରତିକୂଳତା ଯେକୌଣସି କାର୍ଯ୍ୟକୁ ଜଟିଳ କରିଦିଏ
সমার্থক : ପ୍ରତିପକ୍ଷତା, ବିପକ୍ଷତା, ବିରୁଦ୍ଧତା, ବିରୋଧିତା, ବୈପରୀତ୍ୟ
অন্যান্য ভাষায় অনুবাদ :
प्रतिकूल होने की अवस्था या भाव।
प्रतिकूलता किसी भी कार्य को जटिल बना देती है।অর্থ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
উদাহরণ :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
সমার্থক : ଅପେକ୍ଷା, ତୁଳନା, ପ୍ରତିଦ୍ୱନ୍ଦିତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା
অন্যান্য ভাষায় অনুবাদ :
Relation based on similarities and differences.
comparisonঅর্থ : ବିମୁଖ ହେବାର ଅବସ୍ଥା ବା ଭାବ
উদাহরণ :
ପରିବାର ପ୍ରତି ତାଙ୍କର ବିମୁଖତା ଚିନ୍ତାର ବିଷୟ
সমার্থক : ଅପ୍ରସନ୍ନତା, ବିମୁଖତା, ସ୍ପୃହାହୀନତା
অন্যান্য ভাষায় অনুবাদ :
The trait of lacking enthusiasm for or interest in things generally.
apathy, indifference, numbness, spiritlessness