সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : କୌଣସି ରାଜାଙ୍କ ଅଧିନରେ ବା ତାଙ୍କର ରାଜ୍ୟରେ ବାସ କରୁଥିବା ଲୋକ
উদাহরণ : ରାଜା ହର୍ଷବର୍ଦ୍ଧନଙ୍କ ରାଜୁତି କାଳରେ ପ୍ରଜାମାନେ ସୁଖରେ ଥିଲେ
সমার্থক : ରୟତ୍
অন্যান্য ভাষায় অনুবাদ :हिन्दी English
किसी राजा के अधीन या उसके राज्य में रहने वाले लोग।
A person who owes allegiance to that nation.
অর্থ : କୌଣସି ଦେଶ ବା ସ୍ଥାନର ସମସ୍ତ ବାସିନ୍ଦା ଯେଉଁମାନେ ଏକକ ଭାବରେ ପରିଚିତ ହୋଇଥାଆନ୍ତି
উদাহরণ : ଇଂରେଜମାନେ ଭାରତୀୟ ଜନତାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ
সমার্থক : ଜନତା, ଜନସାଧାରଣ, ନାଗରିକ, ଲୋକ
किसी देश या स्थान के सब या बहुत से निवासी जो एक इकाई के रूप में माने जाएँ।
The body of citizens of a state or country.
ইনস্টল