অর্থ : ଯେଉଁ ଅବସ୍ଥାରେ କେତେକ ବସ୍ତୁ ବା ବିଷୟ ବାରମ୍ବାର ବ୍ୟବହାରରେ ଆସେ କିମ୍ବା ପ୍ରଚଳିତ ରହେ
উদাহরণ :
ଆଜିକାଲି ସହରମାନଙ୍କରେ ପଶ୍ଚିମୀ ବସ୍ତ୍ରର ପ୍ରଚଳନ ବଢ଼ୁଛି
অন্যান্য ভাষায় অনুবাদ :
অর্থ : ନୂଆ ନିୟମ,କର ଆଦି ପ୍ରସ୍ତୁତ କରିବା ପ୍ରକ୍ରିୟା
উদাহরণ :
ନୂଆ ସରକାର ଆସିବାମାତ୍ରେ ହିଁ ନୂଆ କର ଅଧିରୋପଣ କଲେ
সমার্থক : ଅଧିରୋପଣ, ପ୍ରବର୍ତ୍ତନ
অন্যান্য ভাষায় অনুবাদ :