অর্থ : ଦୃଶ୍ୟ ବା ପ୍ରକାଶଯୁକ୍ତ ହେବା
উদাহরণ :
ସୂର୍ଯ୍ୟ କିରଣ ପଡ଼ିବାକ୍ଷଣି ପୃଥିବୀ ଆଲୋକିତ ହୁଏ
সমার্থক : ଆଲୋକିତ ହେବା
অন্যান্য ভাষায় অনুবাদ :
दीप्ति या प्रकाशयुक्त होना।
सूर्य की किरणें पड़ते ही पृथ्वी प्रकाशित होती है।Make lighter or brighter.
This lamp lightens the room a bit.অর্থ : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
উদাহরণ :
ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
সমার্থক : ବାହାରିବା
অন্যান্য ভাষায় অনুবাদ :
অর্থ : କୌଣସି ବସ୍ତୁଆଦି ନିଜ ସ୍ଥାନରୁ ଉପରକୁ ଆସିବା ବା ଦେଖାଦେବା
উদাহরণ :
ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହୁଅନ୍ତି
অন্যান্য ভাষায় অনুবাদ :