অর্থ : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
উদাহরণ :
ଚୁଲିରେ ନିଆଁ ଜଳୁଛି
অন্যান্য ভাষায় অনুবাদ :
Start to burn or burst into flames.
Marsh gases ignited suddenly.অর্থ : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
উদাহরণ :
ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
সমার্থক : ଜଳିବା
অন্যান্য ভাষায় অনুবাদ :
অর্থ : ସିଝିବାର କାମ କରିବା
উদাহরণ :
ଟାଣଖରା ଆମକୁ ସିଝାଇଦେଲା ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ
সমার্থক : ସିଝିବା
অন্যান্য ভাষায় অনুবাদ :