অর্থ : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
উদাহরণ :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
অন্যান্য ভাষায় অনুবাদ :
অর্থ : ବହୁତ ଛୋଟ ପୋଲ ଯାହା ପ୍ରାୟତଃ ଛୋଟ ନାଳସବୁ ପାରି କରିବାପାଇଁ ରାସ୍ତାରେ ତିଆରି କରାଯାଇଥାଏ
উদাহরণ :
ବିଦ୍ୟାଳୟକୁ ଯିବା ସମୟରେ ପିଲାମାନଙ୍କୁ ପୋଲ ପାରିକରି ଯିବାକୁ ପଡ଼େ
অন্যান্য ভাষায় অনুবাদ :