অর্থ : ପିତାଙ୍କର ବା ପିତାଙ୍କଠାରୁ ପ୍ରାପ୍ତ ସମ୍ପତ୍ତି
উদাহরণ :
ସରକାରୀ ସମ୍ପତ୍ତି କାହା ବାପାଙ୍କର ନୁହେଁ
অন্যান্য ভাষায় অনুবাদ :
অর্থ : ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା
উদাহরণ :
ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା
সমার্থক : ଖାନଦାନୀ
অন্যান্য ভাষায় অনুবাদ :
Inherited or inheritable by established rules (usually legal rules) of descent.
Ancestral home.অর্থ : ଯେ କୌଣସି ବଂଶର ସମକକ୍ଷ ହୋଇଆସୁଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା
উদাহরণ :
ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି
সমার্থক : ଆନୁବଂଶିକ, ବଂଶଗତ, ବଂଶାନୁକ୍ରମିକ
অন্যান্য ভাষায় অনুবাদ :