অর্থ : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
উদাহরণ :
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
সমার্থক : ଅଚଳା, ଅବନୀ, ଧରଣୀ, ଧରା, ଧରିତ୍ରୀ, ପୃଥିବୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’, ରସା
অন্যান্য ভাষায় অনুবাদ :
सौर जगत का वह ग्रह जिस पर हम लोग निवास करते हैं।
चन्द्रमा पृथ्वी का एक उपग्रह है।অর্থ : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
উদাহরণ :
ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି
সমার্থক : ଅବନୀ, କ୍ଷିତି, ଧରଣୀ, ଧରା, ଧରିତ୍ରୀ, ପୃଥିବୀ, ବସୁଧା, ବସୁନ୍ଧରା, ଭୂ-ଦେବୀ
অন্যান্য ভাষায় অনুবাদ :
हिन्दू धर्म ग्रंथों में वर्णित एक देवी जो सारे संसार को धारण की हुई हैं।
धर्म ग्रंथों में पृथ्वी को भगवान विष्णु की पत्नी कहा गया है।A Hindu goddess who releases from sin or disease. Mother of the Adityas.
aditi