অর্থ : ଚାନ୍ଦ୍ର ମାସର ଶୁକ୍ଳ ପକ୍ଷର ଶେଷ ତିଥି ଯେଉଁଥିରେ ଚନ୍ଦ୍ରମା ନିଜର ସବୁ କଳା ଯୁକ୍ତ ହୋଇ ସପୂର୍ଣ୍ଣ ଦୃଶ୍ୟ ହୁଏ
উদাহরণ :
ପୂର୍ଣ୍ଣିମାର ଜହ୍ନ ଖୁବ୍ ଆକର୍ଷକ
সমার্থক : ପୂନିଅଁ, ପୂନେଇଁ, ପୂର୍ଣ୍ଣିମା
অন্যান্য ভাষায় অনুবাদ :
The time when the Moon is fully illuminated.
The moon is at the full.