অর্থ : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
উদাহরণ :
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
সমার্থক : ପୂରା, ପୂର୍ଣ୍ଣତା, ପୂର୍ତ୍ତି
অন্যান্য ভাষায় অনুবাদ :
The act of making something perfect.
perfectionঅর্থ : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
উদাহরণ :
ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
সমার্থক : ପରିପୂରିତ, ପରିପୂର୍ଣ୍ଣ, ଭରପୂର, ଭରା
অন্যান্য ভাষায় অনুবাদ :
Completed to perfection.
fulfilledঅর্থ : ଯାହା ଶେଷ ହୋଇଯାଇନାହିଁ
উদাহরণ :
ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
সমার্থক : ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ, ସମ୍ପୂର୍ଣ୍ଣ
অন্যান্য ভাষায় অনুবাদ :
Having finished or arrived at completion.
Certain to make history before he's done.অর্থ : ପୂରାପୂରି ଭରିଥିବା
উদাহরণ :
ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
অন্যান্য ভাষায় অনুবাদ :
Containing as much or as many as is possible or normal.
A full glass.অর্থ : ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା
উদাহরণ :
ପୋଖରୀ ପାଣିରେ ଭର୍ତ୍ତି ହୋଇଛି
সমার্থক : ଭର୍ତ୍ତି
অন্যান্য ভাষায় অনুবাদ :
অর্থ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
উদাহরণ :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
সমার্থক : ପୂରା, ସମ୍ପୂର୍ଣ୍ଣ
অন্যান্য ভাষায় অনুবাদ :
Being complete of its kind and without defect or blemish.
A perfect circle.অর্থ : ଭୋଜନପାଇଁ ପ୍ରସ୍ତୁତ ବା ବ୍ୟବସ୍ଥିତ କରାଯାଇଥିବା, ବିଶେଷ କରି ଯାହା ଉପରେ ଖାଦ୍ୟ ପଦାର୍ଥ ସଜା ଯାଇଥାଏ
উদাহরণ :
ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସିଗଲେ
সমার্থক : ଭରା
অন্যান্য ভাষায় অনুবাদ :