অর্থ : ପୂର୍ଣ୍ଣ କରିବା ବା ପୂରାପୂରିଭାବେ ଠିକ କରିବା ବା ଅଭାବ ଆଦି ଦୂରକରି ଭଲରୂପେ କରିବା
উদাহরণ :
ଆଉ ଟିକେ ଗରମକରି ଝୋଳର ସ୍ୱାଦକୁ ସଂପୂର୍ଣ୍ଣ କରନ୍ତୁ
সমার্থক : ଉତ୍କୃଷ୍ଟ କରିବା, ଉତ୍ତମ କରିବା, ଭଲରୂପେ କରିବା, ସଂପୂର୍ଣ୍ଣ କରିବା
অন্যান্য ভাষায় অনুবাদ :
* पूर्ण बनाना या पूरी तरह से ठीक बनाना या कमियों आदि को दूरकर अच्छा बनाना।
थोड़ा-सा और गरम करके सूप के स्वाद को पूर्ण बनाइए।অর্থ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
উদাহরণ :
ପ୍ରଥମେ ଏହି କାମ ଶେଷ କର
সমার্থক : ପୂର୍ଣ୍ଣକରିବା, ଶେଷ କରିବା, ସମାପ୍ତ କରିବା
অন্যান্য ভাষায় অনুবাদ :
किसी काम या वस्तु आदि का अंत करना।
पहले यह काम खत्म करो।