অর্থ : ବଳବୃଦ୍ଧି କରିବାବାଲା
উদাহরণ :
ଚ୍ୟବନପ୍ରାଶ ଏକ ବଳବର୍ଧକ ଆୟୁର୍ବେଦିକ ଔଷଧ
সমার্থক : ପ୍ରାଣକର, ବଳବର୍ଦ୍ଧକ, ବଳବର୍ଧକ, ଶକ୍ତିବର୍ଦ୍ଧକ, ଶକ୍ତିବର୍ଧକ
অন্যান্য ভাষায় অনুবাদ :
बल वृद्धि करने वाला।
च्यवनप्राश एक बलवर्धक आयुर्वेदिक औषध है।