অর্থ : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
উদাহরণ :
ବଣିଆ ମୁଦି ଉପରେ ସୁନାଲେପ ଦେଉଛି
অন্যান্য ভাষায় অনুবাদ :
The application of a thin coat of metal (as by electrolysis).
platingঅর্থ : ବହୁତ ହାଲୁକା ସଂଯୋଗ ବା ଅବସ୍ଥା
উদাহরণ :
ତା କବିତାରେ ଛାୟାବାଦର ଆଭାସ ମିଳେ
অন্যান্য ভাষায় অনুবাদ :