অর্থ : ପିଠି ହଠାତ୍ ମୋଡ଼ିହେବା ଯୋଗୁଁ ହେଉଥିବା ଏକ ପ୍ରକାରର ସ୍ନାୟୁବିକ ଦରଜ
উদাহরণ :
ପୀଡ଼ା ହେବାରୁ ସେ ଛଟପଟ ହେଲା
অন্যান্য ভাষায় অনুবাদ :
অর্থ : ରହିରହି ହେଉଥିବା କଷ୍ଟ
উদাহরণ :
ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
অন্যান্য ভাষায় অনুবাদ :
অর্থ : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
উদাহরণ :
ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
সমার্থক : ଦରଜ