অর্থ : କନା ଓ କାଗଜ ଆଦିରେ ତିଆରି କଣ୍ଢେଇ ଯେଉଁଥିରେ ପିଲାମାନେ ଖେଳନ୍ତି
উদাহরণ :
ବାପା ପବନପାଇଁ ଏକ କଣ୍ଢେଇ କିଣିଲେ
সমার্থক : କଣ୍ଢେଇ
অন্যান্য ভাষায় অনুবাদ :
অর্থ : ଆଖି ମଝିର କଳା ଭାଗ
উদাহরণ :
ପିତୁଳା ଆଖିର ଏକ ସମ୍ବେଦନଶୀଳ ଏବଂ ମହତ୍ତ୍ୱପୂର୍ଣ୍ଣ ଅଂଶ
সমার্থক : ଆଖିତାରା, ଆଖିପୁଅ, କନୀନିକା, ତାରା, ନେତ୍ର ପିତୁଳା
অন্যান্য ভাষায় অনুবাদ :