অর্থ : ନଳ ଆକାରର ଏକ ଉପକରଣ ଯାହା ସାହାଯ୍ୟରେ ତରଳ ପଦାର୍ଥକୁ ଭିତକୁ ଟାଣିନେଇ ପୁନଶ୍ଚ ଛିଞ୍ଚାଡ଼ିକରି ବାହାରକୁ ଜୋରରେ ଫିଙ୍ଗାଯାଏ
উদাহরণ :
ହୋଲି ଦିନ ପିଲାମାନେ ପିଚକାରୀରେ ରଙ୍ଗ ଭର୍ତ୍ତିକରି ଜଣେ ଅନ୍ୟ ଉପରକୁ ଫିଙ୍ଗନ୍ତି
সমার্থক : ପିଚିକାଳୀ
অন্যান্য ভাষায় অনুবাদ :
An applicator resembling a gun for applying liquid substances (as paint) in the form of a spray.
spray gunঅর্থ : ଲାଖ ବା କାଚରେ ତିଆରି ହୋଇଥିବା ଏକ ପୋଲା ଗୋଲାକାର ବସ୍ତୁ ଯେଉଁଥିରେ ଅବିର ବା ଫଗୁ ଭର୍ତ୍ତିକରି ଜଣେ ଅନ୍ୟ ଜଣଙ୍କ ଉପରକୁ ଫୋପାଡ଼େ
উদাহরণ :
ପିଲାମାନେ ପିଚକାରୀ ନେଇ ହୋଲି ଖେଳିବାକୁ ବାହାରି ପଡ଼ିଲେ
অন্যান্য ভাষায় অনুবাদ :
लाख या काँच का बना वह पोला गोला जिसमें अबीर या गुलाल भर कर एक दूसरे पर फेंकते हैं।
बच्चे कुमकुमा ले कर होली खेलने निकल पड़े।