অর্থ : ଚାଲିଲା ବେଳେ କିମ୍ବା ଦଉଡ଼ିବା ବେଳେ ପାଦକୁ ଉଠେଇ ଅନ୍ୟ ଜାଗାରେ ରଖିବା କ୍ରିୟା
উদাহরণ :
ସେ ଜଲଦି ଘରେ ପହଞ୍ଚିବାପାଇଁ ଲମ୍ବା ଲମ୍ବା ପାହୁଲ ପକାଉଥିଲା
সমার্থক : କଦମ, ପାହୁଣ୍ଡ ପାଦ, ଷ୍ଟେପ
অন্যান্য ভাষায় অনুবাদ :
The act of changing location by raising the foot and setting it down.
He walked with unsteady steps.