অর্থ : ଆଗପଛ କ୍ରମରେ ଆସିବା ସୁଯୋଗ ବା ସୁବିଧା
উদাহরণ :
ଶିବରାତ୍ରି ଦିନ ପ୍ରଭୁଶିବଙ୍କ ଦର୍ଶନପାଇଁ ଅଧାଘଣ୍ଟା ଛିଡ଼ାହେବାପରେ ମୋ ପାଳି ପଡ଼ିଲା
সমার্থক : ବାରି
অন্যান্য ভাষায় অনুবাদ :
অর্থ : କଳକାରଖାନା ଆଦିରେ କାମ କରିବା ଏକ ନିର୍ଧାରିତ ସମୟ ଯେଉଁ ସମୟରେ କର୍ମଚାରୀ ବା କର୍ମଚାରୀଦଳ ଆସି କାର୍ଯ୍ୟ କରନ୍ତି
উদাহরণ :
ରାମଦେବର ଆଜିଠାରୁ ରାତି ପାଳି ଆରମ୍ଭ ହୋଇଛି
অন্যান্য ভাষায় অনুবাদ :
অর্থ : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
উদাহরণ :
ଏବେ ରାମର ପାଳି
অন্যান্য ভাষায় অনুবাদ :