অর্থ : କାହାରି ପ୍ରତିପାଳନ କରିବାପାଇଁ ସାଧନର ବ୍ୟବସ୍ଥା କରିବା
উদাহরণ :
ଶ୍ୟାମ ଗୋଟିଏ ବଡ଼ ପରିବାରର ଭରଣପୋଷଣ କରୁଛି
সমার্থক : ପରିବାର ଚଳାଇବା, ପୋଷଣ କରିବା, ପ୍ରତିପାଳନ କରିବା, ଭରଣପୋଷଣ କରିବା
অন্যান্য ভাষায় অনুবাদ :
অর্থ : ଭୋଜନ ଓ ବସ୍ତ୍ର ଦେଇ ଜୀବନ ରକ୍ଷା କରିବା
উদাহরণ :
ପ୍ରତ୍ୟେକ ମାଁ ବାପା ନିଜନିଜର କ୍ଷମତା ଅନୁସାରେ ନିଜ ପିଲାମାନଙ୍କୁ ପାଳନ କରନ୍ତି
সমার্থক : ପାଳନପୋଷଣ କରିବା, ପାଳିବା, ପୋଷିବା
অন্যান্য ভাষায় অনুবাদ :
भोजन, वस्त्र आदि देकर जीवन रक्षा करना।
हर माँ-बाप अपनी हैसियत के अनुसार,अपने बच्चों को पालते हैं।