অর্থ : ଏକ ପ୍ରକାରର ପାଲିଙ୍କି
উদাহরণ :
ବର ପାଲିଙ୍କିରେ ବସିଥିଲା
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ସବାରୀ ଯାହା ବେହେରାମାନେ କାନ୍ଧରେ ବୋହିକରି ନିଅନ୍ତି
উদাহরণ :
କନ୍ୟା ସବାରୀରେ ବସିଛି
অন্যান্য ভাষায় অনুবাদ :
অর্থ : ବଡ ସିନ୍ଦୁକ ପରି ଦୋଳିଠୁ ଟିକେ ଭିନ୍ନ ଏକ ପ୍ରକାରର ସବାରୀ ଯାହାକୁ ସବାରିଆ କାନ୍ଧରେ ବୋହିକରି ନିଅନ୍ତି
উদাহরণ :
ରାଜା ପାଲିଙ୍କିରେ ବସି ନଗର ଭ୍ରମଣ କରିବାକୁ ବାହାରିଲେ
সমার্থক : ଶିବିକା
অন্যান্য ভাষায় অনুবাদ :