অর্থ : ପବନର ଚାପ ସୃଷ୍ଟିପାଇଁ ନୌକାର ମାସ୍ତୁଲରେ ବନ୍ଧା ଯାଉଥିବା ଏକ ଲମ୍ବା ଚୌଡ଼ା କନା
উদাহরণ :
ହଠାତ୍ ତୋଫାନ ଆସିବାରୁ ନୌକାର କମଜୋର ପାଲ ଫାଟିଗଲା
অন্যান্য ভাষায় অনুবাদ :
অর্থ : ଯେଉଁ ଲୁଗାରେ ଗାଡ଼ି ବା ପାଲଙ୍କି ଢଙ୍କା ଯାଏ
উদাহরণ :
ପାଲଙ୍କି ଭିତରେ ବସି କନ୍ୟା ପାଲ ଟେକି ବାହାରକୁ ଉଙ୍କିମାରୁଥିଲା
অন্যান্য ভাষায় অনুবাদ :
অর্থ : ଏକ ପ୍ରକାର ଚିକ୍କଣିଆ ମୋଟା କପଡ଼ା ଯାହା ଖରା ଓ ବର୍ଷା ଦାଉରୁ ଜିନିଷପତ୍ରକୁ ରକ୍ଷାକରିବାପାଇଁ ତା ଉପରେ ପକାଯାଏ ବା ଟଣାଯାଏ
উদাহরণ :
ଖଳାରେ ଶସ୍ୟଉପରେ ପାଲ ଢାଙ୍କିକି ରଖ
অন্যান্য ভাষায় অনুবাদ :
रोगन किया हुआ एक प्रकार का टाट जो धूप और वर्षा से रक्षा के लिए चीज़ों के ऊपर डाला या ताना जाता है।
खलिहान के अनाज को तिरपाल से ढाँककर रखो।