অর্থ : କୌଣସି ସ୍ଥାନ ବା ପଦାର୍ଥର ସେହି ଦୁଇ ପାଖ ବା କୋଣ ଯାହା ପରବର୍ତ୍ତି ବା ପୂର୍ବବର୍ତ୍ତିଠାରୁ ଭିନ୍ନ ହୋଇଥାଏ
উদাহরণ :
ପତ୍ରର ଅନ୍ୟ ପାର୍ଶ୍ୱ ହଳଦିଆ ହୋଇଥାଏ
সমার্থক : ପାଖ
অন্যান্য ভাষায় অনুবাদ :
किसी स्थान या पदार्थ के वे दोनों छोर या किनारे जो अगले या पिछले से भिन्न हों।
पत्र का दूसरा पक्ष पीला है।An extended outer surface of an object.
He turned the box over to examine the bottom side.অর্থ : କୌଣସି ବିଶେଷ ସ୍ଥିତିରେ ଡାହାଣ ବା ବାଁରେ ଥିବା ପରିସର
উদাহরণ :
ଶ୍ୟାମ ମୋ କଡ଼ରେ ବସିଗଲା
অন্যান্য ভাষায় অনুবাদ :
A place within a region identified relative to a center or reference location.
They always sat on the right side of the church.অর্থ : ଅନ୍ୟ ସ୍ଥାନକୁ ଆଧାର କରି ଦର୍ଶାଇ ଦିଆଯାଉଥିବା ସ୍ଥାନ
উদাহরণ :
ତାଙ୍କର ଘର ମନ୍ଦିରର ଡାହାଣ ପଟକୁ ପଡ଼ିବ
অন্যান্য ভাষায় অনুবাদ :
A place within a region identified relative to a center or reference location.
They always sat on the right side of the church.অর্থ : କୌଣସି ବସ୍ତୁ ବା ଶରୀରର ଡାହାଣ ବା ବାମ ଭାଗ
উদাহরণ :
ଆପଣଙ୍କର କେଉଁ ପାର୍ଶ୍ୱରେ ଦରଜ ହେଉଛି?ଅର୍ଦ୍ଧନାରୀଶ୍ୱରର ଗୋଟିଏ ପାର୍ଶ୍ୱ ନାରୀର ତଥା ଅନ୍ୟଟି ପୁରୁଷର
অন্যান্য ভাষায় অনুবাদ :