অর্থ : ଚେୟାରରେ ବସିଥିବା ଲୋକର ପାଦ ରଖିବାପାଇଁ ବ୍ୟବହୃତ ଗୋଟିଏ ଛୋଟ ଚୌକି
উদাহরণ :
ସେ ଚେୟାରରେ ବସିବା ମାତ୍ରେ ହିଁ ପାଦାନୀ ଉପରେ ନିଜର ପାଦ ରଖିଲା
সমার্থক : ପାଦରଖା
অন্যান্য ভাষায় অনুবাদ :
অর্থ : ପାଦ ରଖିବା ପାଇଁ ବସ୍ତୁ ବା ସ୍ଥାନ
উদাহরণ :
ପାଦାନୀ ସୁବିଧା ଥିବାରୁ ପାଦକୁ ଆରାମ ମିଳୁଛି
সমার্থক : ପାଦରଖା
অন্যান্য ভাষায় অনুবাদ :
অর্থ : ପାଦ ରଖିବାର ଆସନ
উদাহরণ :
ଶ୍ୟାମା ପାଦକୁ ଆରାମ ଦେବାପାଇଁ ତାକୁ ପାଦରଖା ଉପରେ ରଖେ
সমার্থক : ପାଦରଖା
অন্যান্য ভাষায় অনুবাদ :