অর্থ : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
উদাহরণ :
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
অন্যান্য ভাষায় অনুবাদ :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerঅর্থ : ନାଟକରେ ଅଭିନୟ କରୁଥିବା ବ୍ୟକ୍ତି
উদাহরণ :
ଶ୍ୟାମଦେବ ଜଣେ କୁଶଳୀ ଅଭିନେତା
অন্যান্য ভাষায় অনুবাদ :
नाटक में अभिनय करने वाला व्यक्ति।
श्यामदेव एक कुशल नाट्यकार हैं।অর্থ : ନାଟକ, ଉପନ୍ୟାସଆଦିରେ କୌଣସି ବ୍ୟକ୍ତି ଯାହାର କଥାବସ୍ତୁରେ କୌଣସି ସ୍ଥାନ ଅଛି ବା କିଛି ଚରିତ୍ର ଦେଖାଯାଏ
উদাহরণ :
ନାଟକରେ ସବୁ ଚରିତ୍ରମାନେ ଜୀବନ୍ତ ଅଭିନୟ କଲେ
সমার্থক : ଚରିତ୍ର
অন্যান্য ভাষায় অনুবাদ :
অর্থ : କିଛି ନେବା ବା ପାଇବା ଯୋଗ୍ୟ ବ୍ୟକ୍ତି
উদাহরণ :
ଦାନ କେବଳ ସୁପାତ୍ରରେ ହିଁ ଦିଆଯିବା ଉଚିତ
সমার্থক : ଯୋଗ୍ୟ ବ୍ୟକ୍ତି, ସୁପାତ୍ର
অন্যান্য ভাষায় অনুবাদ :