অর্থ : ଯେଉଁ ବ୍ୟକ୍ତିର ମଥା କାମକରେ ନାହିଁ
উদাহরণ :
ରାସ୍ତାରେ ପାଗଳ ଲୋକଟି ନିଜକୁ ନିଜେ କଥା କହି କହି ଯାଉଥିଲା
অন্যান্য ভাষায় অনুবাদ :
অর্থ : ଯେ ନିଜ ଅଧିନରେ ନାହିଁ
উদাহরণ :
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
সমার্থক : ଉନ୍ମତ୍ତ, ଭ୍ରାନ୍ତ, ମଦାନ୍ଧ
অন্যান্য ভাষায় অনুবাদ :
Marked by uncontrolled excitement or emotion.
A crowd of delirious baseball fans.অর্থ : ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
উদাহরণ :
ରାମ ନିଜ ଆଖି ଆଗରେ ନିଜ ଘର ଭାଙ୍ଗିଯିବା ଦେଖି ପାଗଳ ହୋଇଗଲା
অন্যান্য ভাষায় অনুবাদ :
অর্থ : ଯାହାର କିଛି ପାଗଳାମି ବା ଉନ୍ମାଦଭାବ ଅଛି
উদাহরণ :
ସେ ଜଣେ ପାଗଳ ବ୍ୟକ୍ତି
অন্যান্য ভাষায় অনুবাদ :