অর্থ : କୌଣସି ବସ୍ତୁ ବା ବ୍ୟକ୍ତିଙ୍କୁ ଜଗାରଖା ବା ରକ୍ଷା କରିବା ନିମନ୍ତେ ଅଥବା ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରୁ ଚାଲିଗଲାବେଳେ ଅଟକାଇବା ପାଇଁ ପହରାଦାରଙ୍କୁ ନିଯୁକ୍ତ କରିବାର କ୍ରିୟା
উদাহরণ :
ପହରାଦାର ତତ୍ପରତା ସହିତ ପହରା ଦେଉଛି
সমার্থক : ଚୌକୀ
অন্যান্য ভাষায় অনুবাদ :
অর্থ : ସୁରକ୍ଷାପ୍ରଦାନକରିବାପାଇଁ ପ୍ରହରୀ, ପୋଲିସ ଆଦିଙ୍କଦ୍ବାରା ରାତିରେ କରାଯାଉଥିବା ଭ୍ରମଣ
উদাহরণ :
ରାତିରେ ପହରା ସମୟରେ କନେଷ୍ଟବଳ ଜଣେ ଚୋରକୁ ଧରିଲା
অন্যান্য ভাষায় অনুবাদ :
रक्षकों, पुलिस आदि के द्वारा रक्षा की दृष्टि से रात को किया जानेवाला गश्त।
रात को तिलावा करते समय कोतवाल ने एक चोर को पकड़ा।The activity of going around or through an area at regular intervals for security purposes.
patrolঅর্থ : ପହରାଦେବା କାମ
উদাহরণ :
ଚୌକିଦାରୀ ସମୟରେ ସତର୍କ ରହିବା ଉଚିତ
সমার্থক : ଚୌକିଦାରୀ
অন্যান্য ভাষায় অনুবাদ :
The duty of serving as a sentry.
He was on guard that night.