অর্থ : କୌଣସି ସ୍ଥାନରେ ପହଞ୍ଚିବାର ପ୍ରକ୍ରିୟା
উদাহরণ :
ଆଜି ତାଙ୍କର ଭୁବନେଶ୍ୱରରେ ପହଞ୍ଚିବା ଦରକାର
অন্যান্য ভাষায় অনুবাদ :
অর্থ : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
উদাহরণ :
ଶ୍ୟାମ ଆଜି ଆସିବ ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
সমার্থক : ଆଗମନ କରିବା, ଆସିବା, ଉପସ୍ଥିତ ହେବା
অন্যান্য ভাষায় অনুবাদ :
অর্থ : କୌଣସି ପଦ, ସ୍ଥାନ ଆଦି ପର୍ଯ୍ୟନ୍ତ ପହଞ୍ଚିବା
উদাহরণ :
ବିନୋଦ ଭଳି ମୁଁ ମଧ୍ୟ ଆଜି କଲେକ୍ଟର ପଦ ପର୍ଯ୍ୟନ୍ତ ପହଞ୍ଚିଛି ନିଜ ପରିଶ୍ରମ ବଳରେ ସେ ଏହି ପର୍ଯ୍ୟନ୍ତ ପହଞ୍ଚିଛନ୍ତି
অন্যান্য ভাষায় অনুবাদ :
অর্থ : କାହାକୁ ଠିକ ଜାଗାରେ ପହଞ୍ଚେଇବା
উদাহরণ :
ଡଙ୍ଗା ନଦୀ କୂଳରେ ଲାଗିଲା
সমার্থক : ଲାଗିବା
অন্যান্য ভাষায় অনুবাদ :
অর্থ : ଖବର ରଖିବା ବା ବୁଝେଇବାରେ ସମର୍ଥ ହେବା
উদাহরণ :
ଅନ୍ତତଃ ମୁଁ ଏହି ନିଷ୍କର୍ଷରେ ପହଞ୍ଚିଲି
সমার্থক : ଉପନୀତ ହେବା
অন্যান্য ভাষায় অনুবাদ :
অর্থ : ଅଭିପ୍ରାୟ ବା ଉଦ୍ଦେଶ୍ୟ ବୁଝିବା
উদাহরণ :
ମୁଁ ବହୁତ କଷ୍ଟରେ ଏହି କଥାର ମୂଳରେ ପହଞ୍ଚିଲି
সমার্থক : ଉପନୀତ ହେବା
অন্যান্য ভাষায় অনুবাদ :
অর্থ : ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା
উদাহরণ :
ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
সমার্থক : ମିଳିବା
অন্যান্য ভাষায় অনুবাদ :
অর্থ : ଏକ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପ୍ରାପ୍ତ ହେବା
উদাহরণ :
ରହିମ ଏବେ ମରଣାସନ୍ନ ଅବସ୍ଥାରେ ପହଞ୍ଚିଛନ୍ତି
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
উদাহরণ :
ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
সমার্থক : ବିସ୍ତାରିତ ହେବା, ମାଡ଼ିବା
অন্যান্য ভাষায় অনুবাদ :