অর্থ : ୟୁରୋପ,ଆମେରିକା ଆଦିର ଦେଶ
উদাহরণ :
ଆଜିକାଲି ଅଧିକାଂଶ ଭାରତୀୟ ପଶ୍ଚିମର ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି
অন্যান্য ভাষায় অনুবাদ :
অর্থ : ସୂର୍ଯ୍ୟ ଅସ୍ତ ହେବାର ଦିଗ ବା ପୂର୍ବଦିଗର ସାମନା ଦିଗ
উদাহরণ :
ମୋ ଘର ଏହିଠାରୁ ପଶ୍ଚିମରେ
সমার্থক : ପଶ୍ଚିମ ଦିଗ, ପଶ୍ଚିମ ଦିଶା
অন্যান্য ভাষায় অনুবাদ :
অর্থ : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଦୁଇଶହ ସତୁରୀ ଡିଗ୍ରୀ ଉପରେ ହୋଇଥାଏ
উদাহরণ :
ପଶ୍ଚିମ ସର୍ବଦା ପଶ୍ଚିମ ଦିଗଆଡ଼କୁ ହିଁ ହୋଇଥାଏ
অন্যান্য ভাষায় অনুবাদ :