সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ପଳାୟନ କରୁଥିବା ବ୍ୟକ୍ତି
উদাহরণ : ପୋଲିସ ପଳାତକର ଅନ୍ୱେଷଣ କରୁଛି
সমার্থক : ପଳାୟନକାରୀ
অন্যান্য ভাষায় অনুবাদ :हिन्दी English
भागा हुआ व्यक्ति।
Someone who flees from an uncongenial situation.
অর্থ : ଯେ ନିଜ କାର୍ଯ୍ୟ, ପଦ, ବା କର୍ତ୍ତବ୍ୟ ଛାଡ଼ି କୌଣସି ଡରରେ ଅନ୍ୟ ଜାଗାକୁ ଚାଲିଯାଇଛି
উদাহরণ : ମୋ ଗାଁର ଗୋଟିଏ ପଳାତକ ସହରର ମନ୍ଦିରରେ ରହୁଥିଲା
वह जो अपना काम, पद, या कर्तव्य छोड़कर किसी डर से दूसरी जगह चला गया हो।
অর্থ : ପଳାୟନ କରୁଥିବା
উদাহরণ : ସେମାନେ ପଳାୟନକାରୀ ବାଳକଟିକୁ ଧରିବାରେ ଅସମର୍ଥ ହେଲେ
সমার্থক : ପଳାୟକ, ପଳାୟନକାରୀ
অন্যান্য ভাষায় অনুবাদ :हिन्दी
भागता हुआ।
অর্থ : ଯେ ସେବାରୁ ବିମୁଖ ହୋଇଛି ବା ପଳାୟନ କରିଅଛି(ବିଶେଷତଃ ସୈନିକ ସେବା)
উদাহরণ : ରାଜା ପଳାତକ ସୈନିକଙ୍କୁ ପ୍ରାଣଦଣ୍ଡ ଦେବାର ଘୋଷଣା କଲେ
जो सेवा से विमुख हो गया या भाग गया हो (विशेषतः सैनिक सेवा )।
ইনস্টল