অর্থ : ଆଖିର ଉପର ଚମଡ଼ାର ପରଦା ଯାହା ପଡ଼ିଲେ ତାହା ବନ୍ଦ ହୋଇଯାଏ
উদাহরণ :
ଛୁଆ ବାରମ୍ବାର ଆଖିପତା ଖୋଲୁଥିଲା ଏବଂ ବନ୍ଦ କରୁଥିଲା
অন্যান্য ভাষায় অনুবাদ :
অর্থ : କାଳ ବା ସମୟର ସବୁଠାରୁ ଛୋଟ ମାପ
উদাহরণ :
ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ
অন্যান্য ভাষায় অনুবাদ :
অর্থ : ଥରେ ଆଖି ପଲକ ପକେଇବାପାଇଁ ଯେତିକି ସମୟ ଲାଗେ ସେତିକି
উদাহরণ :
କ୍ଷଣେ ଆରାମ କରି ଆଗକୁ ବଢ଼ିବା
সমার্থক : କ୍ଷଣେ, ମୁହୂର୍ତ୍ତମାତ୍ର
অন্যান্য ভাষায় অনুবাদ :
A very short time (as the time it takes the eye to blink or the heart to beat).
If I had the chance I'd do it in a flash.