অর্থ : ମନକୁ ଖୁସି କରିବା କିମ୍ବା ଅନ୍ୟ କୌଣସି କାରଣରୁ ପର୍ଯ୍ୟଟନ ସ୍ଥଳ ଇତ୍ୟାଦିରେ ବୁଲାବୁଲି କରିବାର କ୍ରିୟା
উদাহরণ :
ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି
সমার্থক : ପରିଭ୍ରମଣ
অন্যান্য ভাষায় অনুবাদ :
অর্থ : ଅର୍ଥ ବିନିମୟରେ ପର୍ଯ୍ୟଟକମାନଙ୍କୁ ବୁଲିବା, ଖାଇବା, ରହିବା, ଆଦି ସେବା ଯୋଗାଇଦେବାର ବ୍ୟବସ୍ଥା
উদাহরণ :
ମହେଶ ପର୍ଯ୍ୟଟନରୁ ଭଲ ଆମଦାନୀ କରୁଛି ପୁରୀରେ ପର୍ୟଟନ ଏକ ପ୍ରମୁଖ ବ୍ୟବସାୟ
অন্যান্য ভাষায় অনুবাদ :