অর্থ : ପର୍ତ୍ତୁଗାଲ ଲୋକମାନଙ୍କର ଭାଷା
উদাহরণ :
ସେମାନେ ଦୁଇଜଣ ପର୍ତ୍ତୁଗୀଜରେ କଥାବାର୍ତ୍ତା କରୁଥିଲେ
সমার্থক : ପର୍ତ୍ତୁଗୀଜ ଭାଷା
অন্যান্য ভাষায় অনুবাদ :
पुर्तगाल के लोगों की भाषा।
वे दोनों पुर्तगाली में बातें कर रहे थे।The Romance language spoken in Portugal and Brazil.
portugueseঅর্থ : ପର୍ତ୍ତୁଗାଲ ନିବାସୀ
উদাহরণ :
କେରଳକୁ ଆସିଥିବା କ୍ୟାଥୋଲିକ ପର୍ତ୍ତୁଗୀଜମାନଙ୍କୁ ଏଠାକାର ଇହୁଦୀ ଭଲ ଲାଗୁନଥିଲେ
সমার্থক : ପର୍ତ୍ତୁଗାଲବାସୀ, ପର୍ତ୍ତୁଗାଲୀ
অন্যান্য ভাষায় অনুবাদ :
पुर्तगाल में रहनेवाला व्यक्ति।
केरल में आए कैथोलिक पुर्तगालियों को यहाँ के यहूदी अच्छे नहीं लगते थे।A native or inhabitant of Portugal.
portugueseঅর্থ : ପର୍ତ୍ତୁଗାଲୀ ଭାଷାର ବା ପର୍ତ୍ତୁଗାଲୀ ଭାଷା ସଂବନ୍ଧିତ
উদাহরণ :
ଏହି ପର୍ତ୍ତୁଗୀଜ କବିତା ବହୁତ ଭଲ