অর্থ : ପରର ଉପକାର କରୁଥିବା ବ୍ୟକ୍ତି
উদাহরণ :
ଆଧୁନିକ ଯୁଗରେ ବି ପରୋପକାରୀଙ୍କର ଉଣା ନାହିଁ
সমার্থক : ପରହିତୈଷୀ
অন্যান্য ভাষায় অনুবাদ :
Someone who makes charitable donations intended to increase human well-being.
altruist, philanthropistঅর্থ : ହିତ ବା ଭଲ ଚାହୁଁଥିବା
উদাহরণ :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
সমার্থক : କଲ୍ୟାଣକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
অন্যান্য ভাষায় অনুবাদ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।অর্থ : ଯେ ଅନ୍ୟର ଉପକାର କରେ
উদাহরণ :
ହାତିମ୍ ଜଣେ ପରୋପକାରୀ ବ୍ୟକ୍ତି ଥିଲେ
সমার্থক : ପରହିତୈଷୀ
অন্যান্য ভাষায় অনুবাদ :