অর্থ : କୌଣସି ବସ୍ତୁ କିମ୍ବା ବ୍ୟକ୍ତିର ସତ୍ୟାସତ୍ୟ ଉପରେ ଯାଞ୍ଚ କରିବାର ବିଷୟ ଯାହା ସେଗୁଡ଼ିକ ଉପଯୁକ୍ତ ରୂପେ କାମ କରିପାରୁଛି ନା ନାହିଁ ବା ଯେପରି ହେବା ଉଚିତ ସେପରି ହୋଇଛି ନା ନାହିଁ
উদাহরণ :
ନୂଆ ଗାଡ଼ିର ପରୀକ୍ଷଣ ଚାଲିଛି
অন্যান্য ভাষায় অনুবাদ :
অর্থ : କୌଣସି ରୋଗର କାରଣ ଜାଣିବା ପାଇଁ ଶାରିରୀକ ଦ୍ରବ୍ୟକୁ ପରୀକ୍ଷା କରିବାର ପ୍ରକ୍ରିୟା
উদাহরণ :
ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ
অন্যান্য ভাষায় অনুবাদ :
Examination of tissues or liquids from the living body to determine the existence or cause of a disease.
biopsy