অর্থ : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା
উদাহরণ :
ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି
অন্যান্য ভাষায় অনুবাদ :
The state of the environment in which a situation exists.
You can't do that in a university setting.অর্থ : ଆଖପାଖ ବାତାବରଣ
উদাহরণ :
ବିଦ୍ୟାଳୟରେ ଆଜିକାଲି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ବିଷୟରେ ଶିକ୍ଷା ଦିଆଯାଉଛି
সমার্থক : ପର୍ଯ୍ୟାବରଣ
অন্যান্য ভাষায় অনুবাদ :
The totality of surrounding conditions.
He longed for the comfortable environment of his living room.