অর্থ : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
উদাহরণ :
ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ
সমার্থক : ପରିବାର ବର୍ଗ
অন্যান্য ভাষায় অনুবাদ :
অর্থ : ଗୋଟିଏ ଘରର ଲୋକ
উদাহরণ :
ମୋର ପରିବାର ଏକାଠି ବସି ଖାଆନ୍ତି
সমার্থক : କୁଟୁମ୍ବ
অন্যান্য ভাষায় অনুবাদ :
অর্থ : ଗୋଟିଏ ପୁରୁଷର ବଂଶଜ
উদাহরণ :
ତାଙ୍କ ପରିବାରରେ ଏକତା ଅଛି
অন্যান্য ভাষায় অনুবাদ :
অর্থ : କୌଣସି ବିଶେଷ ଗୁଣ,ସମ୍ବନ୍ଧ ଆଦି ବିଚାରରେ ଜିନିଷଗୁଡିକର ବର୍ଗୀକରଣ
উদাহরণ :
ଆମ ଭାଷାବି ଆର୍ଯ୍ୟ-ଭାଷା ପରିବାରରେ ଆସେ
অন্যান্য ভাষায় অনুবাদ :