অর্থ : ସେହି ଭିନ୍ନତା ବା ପରିବର୍ତ୍ତନ ଯାହା ସାଧାରଣ ଜୀବନଯାପନ ଅପେକ୍ଷା କିଛି ଅଲଗା ଆନନ୍ଦ ଦିଏ
উদাহরণ :
ସେ ପରିବର୍ତ୍ତନପାଇଁ ବର୍ଷକୁ ଥରେ କିଛି ଦିନ ନିମନ୍ତେ ପାହାଡ଼ିଆ ଅଞ୍ଚଳରେ ବାସ କରେ
অন্যান্য ভাষায় অনুবাদ :
অর্থ : ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା
উদাহরণ :
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
সমার্থক : ଅଦଳ ବଦଳ, ପୁନର୍ବଦଳ, ବଦଳ
অন্যান্য ভাষায় অনুবাদ :
The act of changing one thing for another thing.
Adam was promised immortality in exchange for his disobedience.অর্থ : ବଦଳିବାର କ୍ରିୟା ବା ଭାବ
উদাহরণ :
ପରିବର୍ତ୍ତନ ସଂସାରର ନିୟମ
সমার্থক : ବଦଳିବା
অন্যান্য ভাষায় অনুবাদ :
An event that occurs when something passes from one state or phase to another.
The change was intended to increase sales.অর্থ : (ଖଗୋଳବିଜ୍ଞାନ) ମଧ୍ୟମାନ ଗତିର ବ୍ୟତିକ୍ରମ ବା କୌଣସି ଗ୍ରହ ବା ଉପଗ୍ରହ କକ୍ଷରେ ବିଚଳନ କରିବା
উদাহরণ :
ଚନ୍ଦ୍ରମାଙ୍କ ପରିବର୍ତ୍ତନର ସିଧାସଳଖ ପ୍ରଭାବ ପୃଥିବୀ ଉପରେ ପଡ଼େ
অন্যান্য ভাষায় অনুবাদ :
(खगोल-विज्ञान) मध्यमान गति का व्यतिक्रम या किसी ग्रह या उपग्रह का कक्ष से विचलन।
चंद्रमा के परिवर्तन का सीधा प्रभाव धरती पर पड़ता है।(astronomy) any perturbation of the mean motion or orbit of a planet or satellite (especially a perturbation of the earth's moon).
variationঅর্থ : ଭୁଲ୍, ଦୋଷଆଦି ଦୂର କରି ଶୁଦ୍ଧ ବା ଠିକ୍ କାମ କରିବାର କ୍ରିୟା
উদাহরণ :
ଓଡ଼ିଶା ମାଧ୍ୟମିକ ବୋର୍ଡ଼ଦ୍ୱାରା ପ୍ରକାଶିତ ଓଡ଼ିଆ ବ୍ୟାକରଣ ପୁସ୍ତକଗୁଡ଼ିକରେ ସଂଶୋଧନ ଆଣିବା ଆବଶ୍ୟକ
সমার্থক : ତ୍ରୁଟିଶୂନ୍ୟ, ସଂଶୋଧନ
অন্যান্য ভাষায় অনুবাদ :
অর্থ : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
উদাহরণ :
ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
সমার্থক : ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା, ବଦଳେଇବା
অন্যান্য ভাষায় অনুবাদ :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।