অর্থ : ସବୁଦିନପାଇଁ ତ୍ୟାଗ କରିବା
উদাহরণ :
ତାଙ୍କୁ ଘର-ପରିବାରକୁ ପରିତ୍ୟାଗ କରିବାରୁ କଣ ମିଳିଲା
অন্যান্য ভাষায় অনুবাদ :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciationঅর্থ : ନିଜ ଅଧିକାର କିମ୍ବା ସତ୍ତ୍ୱକୁ ସଂମ୍ପୂର୍ଣ୍ଣ ଭାବେ ଛାଡ଼ିବାର କ୍ରିୟା
উদাহরণ :
ରାଜାଙ୍କ ପଦ ପରିତ୍ୟାଗରେ ପ୍ରଜା ବହୁତ ଦୁଃଖୀ ଥିଲେ
সমার্থক : ଉତ୍ସର୍ଗ, ତ୍ୟାଗ, ପରିବର୍ଜନ
অন্যান্য ভাষায় অনুবাদ :
The act of renouncing. Sacrificing or giving up or surrendering (a possession or right or title or privilege etc.).
forgoing, forswearing, renunciationঅর্থ : କୌଣସି ବସ୍ତୁ କିମ୍ବା ପ୍ରାଣୀଙ୍କଠାରୁ ସଂବନ୍ଧ ଛିନ୍ନ କରିବାର କ୍ରିୟା ବା ଭାବ
উদাহরণ :
ସ୍ତ୍ରୀ ତଥା ପିଲାମାନଙ୍କୁ ପରିତ୍ୟାଗ କରିବାପରେ ସେ କେବେ ସୁଖୀ ହୋଇ ରହି ପାରିଲା ନାହିଁ
অন্যান্য ভাষায় অনুবাদ :
অর্থ : କୌଣସି କାରଣରୁ ସଭା,କାର୍ଯ୍ୟ ଆଦି ଛାଡ଼ି ଚାଲିଯିବାର ପ୍ରକ୍ରିୟା
উদাহরণ :
ବିରୋଧୀ ଦଳ ସଭ୍ୟମାନେ ଆଜି ସଂସଦ ସଭା ବର୍ଜନ କଲେ
অন্যান্য ভাষায় অনুবাদ :
The act of walking out (of a meeting or organization) as a sign of protest.
There was a walkout by the Black members as the chairman rose to speak.