সদস্য হতে চায়
পৃষ্ঠার ঠিকানাটি ক্লিপবোর্ডে অনুলিপি করা হয়েছে।
অর্থ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ଗ୍ରହର ଅନ୍ୟ ଗ୍ରହ ଉପରେ ପରାକ୍ରମୀ ହେବାର ପ୍ରକ୍ରିୟା
উদাহরণ : ଜ୍ୟୋତିଷ ପରାକ୍ରମୀ ଗ୍ରହ ବିଷୟରେ ଜଣାଉଛନ୍ତି
অন্যান্য ভাষায় অনুবাদ :हिन्दी
ज्योतिष में, एक ग्रह का दूसरे ग्रह से प्रबल होने की क्रिया।
অর্থ : ଯାହାଙ୍କଠାରେ ବିକ୍ରମ ବା ବୀରତ୍ୱ ଅଛି
উদাহরণ : ସୋହନ ଜଣେ ପରାକ୍ରମୀ ବ୍ୟକ୍ତି
সমার্থক : ବିକ୍ରମୀ
जिसमें विक्रम या वीरता हो।
অর্থ : ଯେ ବୀରପୂର୍ବକ କୌଣସି କାମ କରେ
উদাহরণ : ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ
সমার্থক : ବଳବାନ, ବାହାଦୂର, ବୀର, ଶୂର, ଶୂରବୀର
जो वीरतापूर्वक कोई काम करे।
ইনস্টল