অর্থ : ଯଥାର୍ଥ ତତ୍ତ୍ୱ ଖୋଜୁଥିବା
উদাহরণ :
ତତ୍ତ୍ୱଜିଜ୍ଞାସୁ ବୁଦ୍ଧ ସତ୍ୟର ଅନ୍ୱେଷଣରେ ବାହାରି ପଡ଼ିଲେ
সমার্থক : ତତ୍ତ୍ୱଜିଜ୍ଞାସୁ, ସତ୍ୟାନ୍ୱେଷୀ
অন্যান্য ভাষায় অনুবাদ :
অর্থ : ମୁକ୍ତି ବା ମୋକ୍ଷ ପାଇବାକୁ ଇଚ୍ଛୁକ
উদাহরণ :
ମୁମୁକ୍ଷୁ ମହାତ୍ମା ତପସ୍ୟାରେ ମଗ୍ନ ଅଛନ୍ତି
সমার্থক : "ମୁମୁକ୍ଷୁ, ମୁକ୍ତିକାମୀ, ମୋକ୍ଷକାମୀ, ମୋକ୍ଷେଚ୍ଛୁ
অন্যান্য ভাষায় অনুবাদ :
मुक्ति या मोक्ष पाने का इच्छुक।
मुमुक्षु महात्मा तपस्या में लीन हैं।