অর্থ : ଭଲଭାବରେ ଦେଖାଶୁଣା କରିବା
উদাহরণ :
ଯେକୌଣସି ବସ୍ତୁକୁ କିଣିବା ପୂର୍ବରୁ ତାକୁ ଭଲଭାବରେ ପରଖିକରି ନେବା ଉଚିତ
সমার্থক : ଜାଞ୍ଚ କରି, ପରୀକ୍ଷା କରି
অন্যান্য ভাষায় অনুবাদ :
अच्छी तरह देख भाल कर।
किसी भी वस्तु को खरीदने से पहले उसे जाँच-परखकर लेनी चाहिए।