অর্থ : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
উদাহরণ :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
অন্যান্য ভাষায় অনুবাদ :
A movable organ for flying (one of a pair).
wingঅর্থ : ଯାହାକୁ ଆମେ ନିଜର ବୋଲି ଭାବୁନା
উদাহরণ :
ନିଃସ୍ୱାର୍ଥ ସେବକ ନିଜ ଓ ପର ମଧ୍ୟରେ ଭେଦ କରନ୍ତି ନାହିଁ
সমার্থক : ଇତର
অন্যান্য ভাষায় অনুবাদ :
অর্থ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
উদাহরণ :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
অন্যান্য ভাষায় অনুবাদ :