অর্থ : ଏହି ଖଜଣା ବା କର ଯାହା ପଥିକମାନଙ୍କଠାରୁ କୌଣସି ବିଶେଷ ରାସ୍ତାରେ ଚାଲିବା ବାବଦକୁ ନିଆଯାଇଥାଏ ବା କୌଣସି ବିଶେଷ ରାସ୍ତାର ଉପଯୋଗ କରିବା ବାବଦକୁ ନିଆଯାଇଥାଏ
উদাহরণ :
ପଥକର ଦେଇ ଆପଣ ଏହି ରାସ୍ତାରେ ଯାଇ ପାରିବେ
সমার্থক : ପଥ ଶୁଳ୍କ, ବାଟକର, ରୋଡ଼ଟାକ୍ସ
অন্যান্য ভাষায় অনুবাদ :
A fee levied for the use of roads or bridges (used for maintenance).
tollঅর্থ : କୌଣସି ରାସ୍ତାରେ ଚଳପ୍ରଚଳ ବଦଳରେ ଯେଉଁ କର ଦେବାକୁ ପଡ଼େ
উদাহরণ :
ଫାଟକରେ ପଥକର ଦେଲାପରେ ହିଁ ଆପଣ ଆଗକୁ ଯାଇପାରିବେ
সমার্থক : ଅକ୍ଟ୍ରାଇ