অর্থ : ରାସ୍ତା ଭୁଲି ଏଣେ ତେଣେ ବୁଲିବା
উদাহরণ :
ନୂଆ ସହରରେ ରାସ୍ତା ଭୁଲି ସେ ଏଣେ ତେଣେ ବୁଲିଲା ଓ ଷ୍ଟେସନରେ ପହଞ୍ଚିଗଲା
সমার্থক : ଇତସ୍ତତଃ ବୁଲିବା, ବାଟ ଭୁଲିବା
অন্যান্য ভাষায় অনুবাদ :
रास्ता भूलकर इधर-उधर चले जाना।
नए शहर में वह भटक गया और स्टेशन पहुँच गया।