অর্থ : ବିଶେଷକରି ନିୟମିତ ପ୍ରକାଶିତ ହେଉଥିବା ଏକ ବିଶେଷ ପ୍ରକାରର ପୁସ୍ତକ ଯେଉଁଥିରେ କୌଣସି ସୂଚନା, ପରିଚୟ, ଖବର କାହାର ଚିନ୍ତନ କିମ୍ବା ବର୍ଣ୍ଣନା ରହିଥାଏ
উদাহরণ :
ସେ ପତ୍ରିକା ପଢ଼ିବାକୁ ପସନ୍ଦ କରେ
সমার্থক : ମାଗାଜିନ୍
অন্যান্য ভাষায় অনুবাদ :
অর্থ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ
উদাহরণ :
ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ
অন্যান্য ভাষায় অনুবাদ :