অর্থ : ପତ୍ରକୁ ଯୋଡ଼ି ତିଆରି କରାଯାଇଥିବା ଏକ ବଡ଼ ଗୋଲାକାର ଆଧାର ଯାହାଉପରେ ଖାଇବାପାଇଁ ଖାଦ୍ୟ ବଢ଼ାଯାଏ
উদাহরণ :
ସମାରୋହରେ ସମସ୍ତ ଆଗନ୍ତୁକ ପଙ୍ଗତରେ ବସି ଖଲିପତ୍ରରେ ଖାଉଥିଲେ
সমার্থক : ଖଲିପତ୍ର
অন্যান্য ভাষায় অনুবাদ :
অর্থ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ
উদাহরণ :
ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ
অন্যান্য ভাষায় অনুবাদ :
অর্থ : କାଗଜ ଭଳି ପତଳା ଧାତୁର ଫଳକ
উদাহরণ :
ସେ ତାମ୍ବପତ୍ରରେ ଲକ୍ଷ୍ମୀ ଯନ୍ତ୍ର ତିଆରିକଲେ
অন্যান্য ভাষায় অনুবাদ :
অর্থ : ଲେଖା ହୋଇଯାଇଥିବା କାଗଜ ଆଦି ବିଶେଷତଃ ଯେଉଁଥିରେ କୌଣସି ବିଷୟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଲେଖାହୋଇଥାଏ
উদাহরণ :
ତାଙ୍କର ପ୍ରବେଶ ପତ୍ର କେଉଁଠି ହଜି ଯାଇଛି
সমার্থক : କାର୍ଡ଼୍
অন্যান্য ভাষায় অনুবাদ :
অর্থ : ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
উদাহরণ :
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
অন্যান্য ভাষায় অনুবাদ :