অর্থ : ସୂତା ଭଳି ଦୁର୍ବଳ ଓ ପତଳା
উদাহরণ :
ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା
অন্যান্য ভাষায় অনুবাদ :
অর্থ : କ୍ଷୀଣକାୟ ଶରୀର
উদাহরণ :
ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
অন্যান্য ভাষায় অনুবাদ :
অর্থ : ଯେଉଁଥିରେ ଜଳର ଅଂଶ ଅଧିକ
উদাহরণ :
ମଇଁଷି ଅପେକ୍ଷା ଗାଈର ଦୁଧ ଅଧିକ ପତଳା
অন্যান্য ভাষায় অনুবাদ :